ଛିନାଇବା Chhināibā

  • ଦେ. କ୍ରି. (ସଂ. ଛିଦ୍ ଧାତୁଜ ଛିନ୍ନ) — ଛିଣ୍ଡାଇବା; ଛିନ୍ନ କରିବା — To tear away; to tear off; to break
  • ଦେ. କ୍ରି. (ସଂ. ଛିଦ୍ ଧାତୁଜ ଛିନ୍ନ) — ବଜ୍ରଦଂଷ୍ଟ୍ରର ଗ୍ରୀବ ଛିନାଇଲା ସୁଗ୍ରୀବ ଫିଙ୍ଗିଲା। ଉପେନ୍ଦ୍ରଭଞ୍ଜ, ବୈଦେହୀଶବିଳାସ।