ଛିଦ୍ରିତ Chhidrita

  • ସଂ. ବି. (ଛଦ୍ର୍ ଧାତୁ=ଭେଦ କରିବା+କର୍ମ. ତ) — କଣା କରା ଯାଇଥିବା — Perforated; pierced
  • ସଂ. ବି. (ଛଦ୍ର୍ ଧାତୁ=ଭେଦ କରିବା+କର୍ମ. ତ) — ଦୂଷିତ — Corrupted; contaminated