ଛିଦ୍ରାନ୍ୱେଷଣ Chhidrānweshaṇa

  • ସଂ. ବି. ( 6 ଷ୍ଠୀ ତତ୍; ଛିଦ୍ର+ଅନ୍ୱେଷଣ) — ପରର ଦୋଷ ବା ତ୍ରୁଟି ଅନୁସନ୍ଧାନ କରିବା — Fault-finding; being on the look-out for another's fault or defects; picking up holes in another's pocket