ଛିଦିର Chhidira

  • ସଂ. ବି. (ଛିଦ୍ ଧାତୁ+କର୍ତ୍ତୃ. ଇର) — ଅଗ୍ନି — Fire
  • ସଂ. ବି. (ଛିଦ୍ ଧାତୁ+କର୍ତ୍ତୃ. ଇର) — ରଜ୍ଜୁ — Rope
  • ସଂ. ବି. (ଛିଦ୍ ଧାତୁ+କର୍ତ୍ତୃ. ଇର) — ଖଡ୍ଗ — Sword
  • ସଂ. ବି. (ଛିଦ୍ ଧାତୁ+କର୍ତ୍ତୃ. ଇର) — କୁଠାର — Axe; hatchet