ଛିତ୍ୱର Chhitwara

  • ସଂ. ବିଣ. (ଛିଦ୍ ଧାତୁ+କର୍ତ୍ତୃ. ଚର; ସଂଜ୍ଞାର୍ଥେ) — ଧୂର୍ତ୍ତ — Cunning; roguish
  • ସଂ. ବିଣ. (ଛିଦ୍ ଧାତୁ+କର୍ତ୍ତୃ. ଚର; ସଂଜ୍ଞାର୍ଥେ) — ଶତ୍ରୁତାପନ୍ନ — Inimical
  • ସଂ. ବିଣ. (ଛିଦ୍ ଧାତୁ+କର୍ତ୍ତୃ. ଚର; ସଂଜ୍ଞାର୍ଥେ) — ଛେଦନକାରୀ — Cutting
  • ସଂ. ବି — ଶତ୍ରୁ — Enemy; adversary