ଛିଦ୍ର Chhidra
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — କଣା; ଗାତ — Hole; aperture; gap; opening
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଗହ୍ୱର; ବିବର — Pit; den; cave
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଛୁଞ୍ଚିର କଣା — The eye of a needle
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଦୋଷ — Fault; weak point
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଏ ଛିଦ୍ର ତାହାର ଜାଣି ଶତ୍ରୁମାନେ। କୃଷ୍ଣସିଂହ, ମହାଭାରତ, ସଭା।
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ତ୍ରୁଟି — Defect; flaw
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଛିଦ୍ର କରି ପୂଜିଲେ ଯେ ସାତ କୋଟି ପାପ। ପ୍ରାଚୀ, ଶ୍ରୀଗୁରୁଭକ୍ତି ଗୀତା।
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଅପକର୍ଷ; ନ୍ୟୂନତା — Inferiority; shortcoming
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଅବକାଶ; ଅବସର — Leisure; opportunity; fit occasion
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ବିପକ୍ଷର ତ୍ରୁଟି ବା ଅସାବଧାନତା ଯୋଗୁଁ ଘଟିବା ସୁଯୋଗ — Opportunity arising from the slackness or negligence of one's opponent
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — ଅଣୁ ମାତ୍ରେ ଛିଦ୍ର ପାଇଲେ ଦ୍ରୋଣ ଗୁରୁ ନେବେ ବାନ୍ଧି ଯୁଧିଷ୍ଠିରଙ୍କୁ ନୋହି ଭୀରୁ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।
- ସଂ. ବି. (ଛିଦ୍ ଧାତୁ+କର୍ମ. ର) — (ଫଳିତ ଜ୍ୟୋତିଷ) ଲଗ୍ନର ଅଷ୍ଟମ ସ୍ଥାନ — (astrology) The eighth place from one's natal sign