ଛିଣ୍ଡାଛିଣ୍ଡି Chhiṇḍā Chhiṇḍi

  • ଦେ. ବି ଓ ବିଣ — ଅନ୍ଯୋନ୍ୟରେ ରାମ୍ପୁଡ଼ାରାମ୍ପୁଡ଼ି — Mutual scratching
  • ଦେ. ବି ଓ ବିଣ — ଯୁଦ୍ଧ କଲେ ହୋଇଣ କାମୁଡ଼ାକାମୁଡ଼ି ନଖମାନଙ୍କରେ ଯେ ହୋଇ ଛିଣ୍ଡାଛିଣ୍ଡି। କୃଷ୍ଣସିଂହ, ମହାଭାରତ, ବିରାଟ।