ଛିଟା ଦେବା Chhiṭā debā

  • ଦେ. କ୍ରି — ଛିଟାଇବା (ଦେଖ) — Chhiṭāibā (See)
  • ପ୍ରାଦେ. (ସମ୍ବଲପୁର) କ୍ରି ଦୋଷ ଦେବା — To lay blame on; to find fault with
  • ପ୍ରାଦେ. (ସମ୍ବଲପୁର) କ୍ରି ନିନ୍ଦା କରିବା — To speak ill of