ଛିଞ୍ଚଡ଼ା Chhin̄chaṟḍ̠ā
- ଦେ. ବି. (ସଂ. ସିଚ ଧାତୁ) — (ବର୍ଷାଜଳ) ଛାଟିବା; ଛାଟ; ବର୍ଷାବିନ୍ଦୁର ତିର୍ଯ୍ୟକ ପତନ — Raining in a slanting manner
- ଦେ. ବି. (ସଂ. ସିଚ ଧାତୁ) — ଛିଞ୍ଚାଡ଼ିବା — Sprinkling or splashing with water
- ଦେ. ବି. (ସଂ. ସିଚ ଧାତୁ) — ମୃତ ଛେଳିମେଣ୍ଢାଙ୍କ ପେଟର ଅନ୍ତ୍ରାଦି (ଯାହା ପୋଷା କୁକୁରଙ୍କୁ ଖାଇବାକୁ ଦିଆଯାଏ) — The entrails of a sheep or goat killed (which is used to feed domestic dogs)
- ବିଣ. — ସିକ୍ତ — Sprinkled; splashed
- ବିଣ. — ଇତସ୍ତତଃ ବିକ୍ଷିପ୍ତ — Scattered; strewn