ଛିଞ୍ଚାଇବା Chhin̄chāibā

  • ଦେ. କ୍ରି (ସଂ. ସିଚ ଧାତୁ ଣିଜନ୍ତ) — (ଛିଞ୍ଚିବାର ଣିଜନ୍ତରୂପ) — (Causative of Chhin̄chibā)
  • ଦେ. କ୍ରି (ସଂ. ସିଚ ଧାତୁ ଣିଜନ୍ତ) — ଅନ୍ୟଦ୍ୱାରା ଜଳ ସେଚନ କରାଇବା — To cause water etc to be sprinkled