ଛିଞ୍ଚକନା Chhin̄chakanā

  • ଦେ. ବି. (ସଂ. ସେଚକ; ଏତଦ୍ଦ୍ୱାରା ଗୃହାଦିରେ ଜଳ ସେଚନ କରା ଯାଏ) — ଘର ଲିପିବାର କନା; ଛୁଞ୍ଚିକନା — A rag to wash or besmear the floor and walls of a house with cowdung and water