ଛିଞ୍ଚ ଦେବା Chhin̄cha-debā

  • ଦେ. କ୍ରି. — ମାଟିଘରର ତଳରେ ମାଟିଗୋବରପାଣି ଅଳ୍ପ ଅଳ୍ପ ଛିଞ୍ଚି କନାରେ ଲିପିବା — To besmear the earthen floor of a house with cowdung and water with a rag