ଛିଙ୍ଗ୍ଲିବା Chhiṅglibā
- ପ୍ରାଦେ. (ସମ୍ବଲପୁର) କ୍ରି. — ଚାଲିବା; ଗତିକରିବା — To move; to walk
- ପ୍ରାଦେ. (ସମ୍ବଲପୁର) କ୍ରି. — ଇତସ୍ତତଃ ଗତି କରିବା — To move about
- ପ୍ରାଦେ. (ସମ୍ବଲପୁର) କ୍ରି. — (ଯଥା—ଏତେ ଭିଡ଼ରେ ଛିଙ୍ଗ୍ଲିବା ମୁସ୍କିଲ୍।)
- ପ୍ରାଦେ. (ସମ୍ବଲପୁର) କ୍ରି. — ବିସ୍ତୃତ ହେବା; ଖେଦି ଯିବା; ବ୍ୟାପିବା — To spread about; to be diffused throughout
- ପ୍ରାଦେ. (ସମ୍ବଲପୁର) କ୍ରି. — (ଯଥା—ପାଣି କାହିଁ ଛିଙ୍ଗ୍ଲିଗଲାଣି)