ଛିଙ୍କିବା Chhiṅkibā

  • ଦେ. କ୍ରି.—(ସଂ. ଛିକ୍କା) — ନାସିକା ମଧ୍ୟରୁ ବେଗ ଓ ଶବ୍ଦ ସହିତ ହଠାତ୍ ପବନ ବାହାର କରିବା — To sneeze
  • ଦେ. କ୍ରି.—(ସଂ. ଛିକ୍କା) — [ଦ୍ର—ବିରାଡ଼ି ଛିଙ୍କିଲେ ଗୃହସ୍ୱାମୀ ଅମଙ୍ଗଳ ସୂଚନା କରେ; ମନୁଷ୍ୟ ଛିଙ୍କିବା ମଧ୍ୟ ଅମଙ୍ଗଳକର; ଏଥିପାଇଁ କେହି ଛିଙ୍କିଲେ ସେଠାରେ ଉପସ୍ଥିତ ବୟୋବୃଦ୍ଧ ମନୁଷ୍ୟ ଉକ୍ତ ଅମଙ୍ଗଳ ଦୂର ହେବା ଆଶାରେ କହି ଥାଆନ୍ତି 'ଚୀରଂଜୀବୀ ହୋ'।]