ଛିଙ୍କାଇବା Chhiṅkāibā

  • ଦେ. କ୍ରି. — (ଛିଙ୍କିବାର ଣିଜନ୍ତ ରୂପ) କୌଣସି ବ୍ଯକ୍ତିକୁ ନାସ ଶୁଙ୍ଘାଇ ବା ତା ନାକରେ ସୂକ୍ଷ୍ମ କାଠି ଆଦି ଭରତି କରିବା ଦ୍ୱାରା ସେ ଛିଙ୍କିବାର ଉପାୟ କରିବା — (Causative of Chhiṅkibā) To cause a person to sneeze