ଛିକାଇବା Chhikāibā

  • ଦେ. କ୍ରି. (ସଂ. ଶଙ୍କା) — କୌଣସି କାର୍ଯ୍ୟ କରିବାକୁ (ନିଜର ମନ) ଦ୍ୱିଧା କରିବା; ମନ ଛକପକ ହେବା; କୁନ୍ଥକୁନ୍ଥ ହେବା — To hesitate
  • ଦେ. କ୍ରି. (ସଂ. ଶଙ୍କା) — ମୋ ମନଟା ଛିକଉ ଥାଏ କଟକ ଯିବାକୁ ମନ ବଳୁ ନ ଥିଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।