ଛି କରିବା Chhi karibā

  • ଦେ. କ୍ରି — ଘୃଣାରେ ତ୍ୟାଗ କରିବା; ଉପେକ୍ଷା କରିବା; ଉପେକ୍ଷା କରିବା — To give up with disgust
  • ଦେ. କ୍ରି — (ଯଥା—ବାପା ଗାଳି ଦେବା ଦିନଠାରୁ ମୁଁ ପାନକୁ ଛି କରିଛି।)