ଛାୟାସାଇଁ Chhāyāsāiñ

  • ଦେ. ବି (ସଂ. ଛାୟା+ସ୍ୱାମୀ) ସୂର୍ଯ୍ୟ — The sun
  • ଦେ. ବି (ସଂ. ଛାୟା+ସ୍ୱାମୀ) ଆସିଲେ ଦେବତାଙ୍କୁ ଘେନି ଛାୟାସାଇଁ—କୃଷ୍ଣସିଂହ, ମହାଭାରତ, ବନ।