ଛାୟାବେଦୀ Chhāyābedī
- ସଂ (ମଧ୍ୟପଦଲୋପୀ; ଛାୟାପ୍ରଦ ବେଦୀ) — ଛାମୁଣ୍ଡିଆ; ଛାୟା ମଣ୍ଡପ — An awning made of branches put on a frame-work to protect a place from the rages of the sun
- ସଂ (ମଧ୍ୟପଦଲୋପୀ; ଛାୟାପ୍ରଦ ବେଦୀ) — ଦେଖିଲେ ଛାୟାବେଦୀ ମଧ୍ୟେ, ବରହିଁ ଅଛି କନ୍ଯା ସଧେ। ଜଗନ୍ନାଥ, ଭାଗବତ।