ଛାୟାବାଜି Chhāyābāji

  • ଦେ. ବି. (ଆଧୂନିକ) — କୁହୁକ; ଇନ୍ଦ୍ରଜାଲ — Magic
  • ଦେ. ବି. (ଆଧୂନିକ) — ଚାହୁଁ ଚାହୁଁ ହେଲା ଛାୟାବାଜି ବତ ଗଭୀର କନ୍ଦରା ହ୍ରଦେ ପରିଣତ। ରାଧାନାଥ, ନନ୍ଦିକେଶ୍ୱରୀ।
  • ଦେ. ବି. (ଆଧୂନିକ) — ବାୟୋସ୍କୋପ୍ — Bioscope