ଛାୟାତରୁ Chhāyātaru
- ସଂ. ବି.—(ଛାୟା (ପ୍ରଧାନ) ତରୁ; ମା; ପ. ଲୋ. କର୍ମଧା) — ଯେଉଁ ଗଛର ଛାୟା ବହୁଦୂରବ୍ୟାପୀ — A shady tree
- ସଂ. ବି.—(ଛାୟା (ପ୍ରଧାନ) ତରୁ; ମା; ପ. ଲୋ. କର୍ମଧା) — ବରଗଛ — The banyan tree (Ficus Indica.)
- ସଂ. ବି.—(ଛାୟା (ପ୍ରଧାନ) ତରୁ; ମା; ପ. ଲୋ. କର୍ମଧା) — ନମେରୁ ବୃକ୍ଷ; ସୁରପୁନ୍ନାଗ — Elæocarpus Ganitrus (tree)
- ସଂ. ବି.—(ଛାୟା (ପ୍ରଧାନ) ତରୁ; ମା; ପ. ଲୋ. କର୍ମଧା) — ଛତିଆନା ଗଛ (ହି. ଶବ୍ଦସାଗର) — Chhatiānā (See)