ଛାୟାଚିତ୍ର Chhāyāchitra

  • ସଂ. ବି. (ଆଧୁନିକ ପ୍ରୟୋଗ) (ସାମନାରେ ଥିବା ମନୁଷ୍ୟଆଦିର ଛାୟା, କଳର କାଚଫଳକ ଉପରେ ପଡ଼ି ଚିହ୍ନ ରହୁଥିବାରୁ) ଆଲୋକଜନିତ ଛବି ଉଠାଇବା; ଫଟୋ ଗ୍ରାଫୀ — Photography