ଛାୟାଗଣିତ Chhāyāgaṇita

  • ସଂ. ବି — ଗୋଟିଏ ଶଙ୍କୁ ପୋତି ତହିଁର ଛାୟାଦ୍ୱାରା ବିଷୁବ— ମଣ୍ଡଳର ଅବସ୍ଥିତି ନିର୍ଦ୍ଧାରଣପୂର୍ବକ ଗ୍ରହମାନଙ୍କ ଗତିଆଦି ନିର୍ଣ୍ଣୟ କରାଯିବା ଗଣିତ ଶାସ୍ତ୍ର — A branch of mathematics in which the movements of the planets is ascertained by the shade cast on a dial