ଛାୟା ବିପ୍ରତିପତ୍ତି Chhāyā bipratipatti
- ସଂ. ବି — ଆୟୁର୍ବେଦର ପ୍ରକରଣବିଶେଷ — The title of a section of the Hindu Medical Science
- ସଂ. ବି — [ଦ୍ର—ଏଥିରେ ରୋଗୀର କାନ୍ତି, ଆଭା ଓ ଚେଷ୍ଟାଆଦିର ପରିବର୍ତ୍ତନରୁ ରୋଗୀର ମୃତ୍ୟୁ ନିକଟବର୍ତ୍ତୀ ବା ରୋଗୀ ବଞ୍ଚିଯିବ ଏ ବିଷୟମାନ ଆଲୋଚିତ ହୋଇଅଛି—ହି. ଶବ୍ଦସାଗର।]