ଛାଡ଼ିଦେବା Chhāṟḍ̠idebā

  • ଦେ. କ୍ର — ଛାଡ଼ିବା 1. 2 (ଦେଖ) — ଛାଡ଼ିବା. 2(ଦେଖ). Chhhāṟḍ̠ibā .2 (See)
  • ଦେ. କ୍ର — ନ ଦିଶି ଛାଡ଼ି ଦେଲା ନିଜ ପ୍ରଭା। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ର — କୌଣସି ବ୍ଯକ୍ତିକୁ ନେଇ କୌଣସି ବ୍ଯକ୍ତି ନିକଟରେ ବା କୌଣସି ସ୍ଥାନରେ ରଖିଦେଲେ ଚାଲିଆସିବା — To leave a person at some place or with some person
  • ଦେ. କ୍ର — ସ୍ଥାନାନ୍ତରକୁ ଗମନୋଦ୍ୟତ କୌଣସି ବ୍ଯକ୍ତିକୁ ବାଟ ବଳାଇ ଦେବା — To see a person off
  • ଦେ. କ୍ର — (ଯଥା—ଛୁଟି ନେଇ ବିଲାତକୁ ଯାଉଥିବା ମାଜିଷ୍ଟ୍ରେଟଙ୍କୁ ଆମ୍ଭେମାନେ ଷ୍ଟେସନରେ ଛାଡ଼ି ଦେବାକୁ ଆସିଥିଲୁଁ।)
  • ଦେ. କ୍ର — ଗୋରୁ ଛେଳିଆଦିଙ୍କୁ ରକ୍ଷକରୂପେ ଚରାଇବା — To let cattle etc graze
  • ଦେ. କ୍ର — (ଯଥା—ଗୋରୁ ରଖୁଆଳ ଗୋରୁଙ୍କୁ ଛାଡ଼ିଦେଇ ଗଛ ଛାଇରେ ବସିଛି।)