ଛାଲ୍କିତ୍କିତ୍ Chhālkitkit
- ଦେ. ଅ — ଡୁଡୁଖେଳରେ ଆକ୍ରମଣକାରୀ ବାଳକ ଅନ୍ଯ ପକ୍ଷର ସୀମା ମଧ୍ୟକୁ ଯାଇ ଅପର ପକ୍ଷର କୌଣସି ବାଳକ ଦେହକୁ ଗୋଡ଼ଦ୍ୱାରା ଆଘାତ କରିବା ପୂର୍ବରୁ ଏକାନିଶ୍ୱାସରେ ବାରଂବାର ଉଚ୍ଚାରଣ କରିବା ଶବ୍ଦ — The exclamation uttered by an aggressive boy in one breath while attacking the other side