ଛାଲ୍କିତି Chhālkiti

  • ଦେ. ବି — ଡୁଡୁଖେଳରେ ଆକ୍ରମଣକାରୀ ବାଳକ ଅନ୍ଯ ପକ୍ଷର ସୀମା ମଧ୍ୟକୁ ଯାଇ 'ଛାଲ୍କିତିକିତି' ଉଚ୍ଚାରଣ କରୁ କରୁ ଅପର ପକ୍ଷର କୌଣସି ବାଳକକୁ ମାରିବା ଗୋଇଠା — A kick given by the aggressor-boy to a boy of the opposite party while going to the latter's limits