ଛାମୁଡ଼ିଆ Chhāmuṟḍ̠iā
- ଦେ. ବି. (ସଂ. ଛାୟାମଣ୍ଡପ) — ବିବାହାଦି ଉତ୍ସବ ନିମନ୍ତେ କରାଯାଇଥିବା ଡାଳପତ୍ରାଦି ରଚିତ ଛାୟାଯୁକ୍ତ ଅସ୍ଥାୟୀ ମଣ୍ଡପ — A temporary awning or shade made of branches and twigs put on a frame-work of bamboos; built on ceremonial occasions
- ଦେ. ବି. (ସଂ. ଛାୟାମଣ୍ଡପ) — [ଦ୍ର—ଏହା ତଳେ ବିବାହ ବେଦୀ ହୁଏ ଏବଂ ଜାତିଭାଇମାନେ ବସି ଭୋଜନ କରନ୍ତି।]
- ଦେ. ବି. (ସଂ. ଛାୟାମଣ୍ଡପ) — ବିତିତ୍ର ବାଲି ବେଦି ନୁଆ, ମାଧବୀକୁଞ୍ଜ ଛାମୁଡ଼ିଆ— ଭୂପତି, ପ୍ରେମପଞ୍ଜାମୃତ।
- ଦେ. ବି. (ସଂ. ଛାୟାମଣ୍ଡପ) — ଜାତିଚ୍ୟୁତ ବା ପ୍ରାୟଶ୍ଚିତ୍ତୀ ହାଟୁଆ ଜାତିର ବ୍ଯକ୍ତି ଜାତିଭାଇଙ୍କୁ ଯେଉଁ ଛାୟାମଣ୍ଡପ ତଳେ ଖୁଆଏ — A temporary shed raised by a person for feeding his caste men on occasion of expiation