ଛାମୁଣ୍ଡିଆ କରିବା Chhāmuṇḍiā karibā

  • ଦେ. କ୍ରି — ଛାୟାମଣ୍ଡପ ନିର୍ମାଣ କରାଇବା — To raise a temporary shed for ceremonial occasions
  • ଦେ. କ୍ରି — ହାଟୁଆସମାଜର ପତିତ ବ୍ଯକ୍ତି ଜାତିରେ ପୁନର୍ଗୃହୀତ ହେବା ନିମନ୍ତେ ପ୍ରାୟଶ୍ଚିତ୍ତ କରି ଜାତିଭାଇଙ୍କୁ ଖୁଆଇବା — To perform expiation and feed the cast-men in order to be admitted into the folds of one's society; (said of a person of the Hāṭuā society excomunicated from society)
  • ଦେ. କ୍ରି — [ଦ୍ର—ହାଟୁଆ ଜାତି ମଧ୍ୟରେ କେହି ଜାତିଚ୍ୟୁତ ହେଲେ ସେ ଜାତିରେ ପୁନର୍ବାର ଗୃହୀତ ହେବା ନିମନ୍ତେ ପ୍ରାୟଶ୍ଚିତ୍ତ କରି ଜାତିଭାଇଙ୍କୁ ଖୁଆଇବା ନିମନ୍ତେ ଛାମୁଣ୍ଡିଆ କରେ।]