ଛାପଚିକଣ Chhāpachikaṇa

  • ଦେ. ବିଣ. (ସଂ. ଛବି ଓ ଚିକ୍କଣ) — ନାନା ବର୍ଣ୍ଣରେ ଚିତ୍ରିତ; ଚିତ୍ରବିଚିତ୍ର; ସବଳ ଓ ପରିଷ୍କୃତ ପରିଚ୍ଛନ୍ନ; ଛାପଛାପିକା; ଛଉକା — Variegated; mottled
  • ଦେ. ବିଣ. (ସଂ. ଛବି ଓ ଚିକ୍କଣ) — ମନୋହର; ଛବିଳ — Beautifully; coloured
  • ଦେ. ବିଣ. (ସଂ. ଛବି ଓ ଚିକ୍କଣ) — ଛଇଳା — Dandy; fophish
  • ଦେ. ବିଣ. (ସଂ. ଛବି ଓ ଚିକ୍କଣ) — ଧୋବଧାଉଳିଆ; ଭଦ୍ର ପରିଚ୍ଛଦଧାରୀ — Wearing gentleman's dress