ଛାନ୍ଦୋଗ୍ୟ Chhāndogya

  • ସଂ. ବି (ଛାନ୍ଦସ୍=ବେଦସମ୍ବନ୍ଧୀୟ+ଗମ୍ ଧାତୁ+କର୍ତ୍ତୃ. ଅ) — ବେଦ ମଧ୍ୟରେ ଗାନଯୋଗ୍ୟ ଅଂଶ; ସାମବେଦର ଅଂଶବିଶେଷ — A part of the Sāma Beda which can be sung