ଛାନ୍ଦସ Chhāndasa
- ସଂ. ବି. ପୁଂ (ଛନ୍ଦସ୍= ବେଦ+ଅଧ୍ୟୟନାର୍ଥେ. ଅ) — ବେଦାଧ୍ୟାୟୀ ଛାତ୍ର — A student learning the Bedas
- ସଂ. ବି. ପୁଂ (ଛନ୍ଦସ୍= ବେଦ+ଅଧ୍ୟୟନାର୍ଥେ. ଅ) — ବେଦାଧ୍ୟାପକ — A teacher of the Bedas
- ସଂ. ବି. ପୁଂ (ଛନ୍ଦସ୍= ବେଦ+ଅଧ୍ୟୟନାର୍ଥେ. ଅ) — ବେଦବ୍ୟାଖ୍ୟାନଯୁକ୍ତ ଗ୍ରନ୍ଥ — A commentary on the Bedas
- ସଂ. ବିଣ — ବୈଦିକ; ବେଦ ସମ୍ବନ୍ଧୀୟ — Relating to the Bedas; Vedic
- ସଂ. ବିଣ — ଛାନ୍ଦସ ବିଧିର ଅନୁଷ୍ଠାନ ଚାରୁ—ରାଧାନାଥ, ଦରବାର।
- ସଂ. ବିଣ — ମୂର୍ଖ (ହି ଶବ୍ଦସାଗର) — Illiterate
- ସଂ. ବିଣ — ବେଦଜ୍ଞ (ହି. ଶବ୍ଦସଗାର) — Versed in the Vedas
- ସଂ. ବିଣ — ଛନ୍ଦଃ ସମ୍ବନ୍ଧୀୟ — Relating to metre; metrical
- ସଂ. ବିଣ — ବେଦୋକ୍ତ; ବେଦରେ ବର୍ଣ୍ଣିତ — Described in the Bedes