ଛାତ୍ରଗଣ୍ଡ Chhātragaṇḍa

  • ସଂ. ବି. (ଛାତ୍ର+ନିନ୍ଦାର୍ଥେ. ଗଣ୍ଡ) — ମୂର୍ଖ; ନିର୍ବୁଦ୍ଧିଆ ଓ ଅମନୋଯୋଗୀ ପଢ଼ୁଆ ପିଲା — A pupil who is indifferent to his studies