ଛାତିରେ ମାରି ହେବା Chhātire māri hebā

  • ଦେ. କ୍ରି. — ଗଭୀର ଶୋକାବେଗରେ ବକ୍ଷସ୍ଥଳରେ କରତାଡ଼ନା କରିବା — To strike one's palms on the breast in a paroxysm of grief; to wring one's breast in the agony of grief