ଛାତିରେ ବାଉଁଶ ପକାଇବା Chhātire bāuñṡa pakāibā

  • ଦେ. କ୍ରି. — କୌଣସି ବ୍ଯକ୍ତିକୁ ଦଣ୍ଡ ଦେବା ବା ମାରି ପକାଇବା ପାଇଁ ତା ଛାତି ଉପରେ ଗୋଟିଏ ବାଉଁଶ ପକାଇ ଅନେକ ଲୋକ ଉକ୍ତ ବାଉଁଶର ଦୁଇ ମୁଣ୍ଡକୁ ମାଡ଼ି ବସିବା — To press a bamboo at the ends after pressing it on a person's breast (to turture or kill him.)