ଛାତିରେ ପଥର ଲଦିବା Chhātire pathara ladibā

  • ଦେ. କ୍ରି. — ଆସନ୍ନ ଦୁଃଖ ବା ବିପଦ ଯୋଗୁଁ ଅତି ଚିନ୍ତାନ୍ୱିତ ହେବା — To be very anxious in expectation of an empending calamity
  • ଦେ. କ୍ରି. — ଅନ୍ଯ ବ୍ଯକ୍ତିକୁ ବିଶେଷ ଆପନ୍ନ କରିବା — To endanger a person
  • ଦେ. କ୍ରି. — ଅନ୍ଯ ବ୍ଯକ୍ତିକୁ ବିଶେଷ ଚିନ୍ତାନ୍ୱିତ କରିବା — To cause great anxiety to a person