ଛାତିରେ ପଥର ଲଦି ବସିବା Chhātire pathara ladi basibā

  • ଦେ. କ୍ରି. — ସର୍ବଦା ଭୟ ଓ ଆଶଙ୍କା— ଯୁକ୍ତ ଅଥଚ ଦମ୍ଭ ଧରି ବସିବା — To wait patiently with a great anxiety or calamity impending over you