ଛାତିରେ ପଥର ପକାଇବା Chhātire pathara pakāibā

  • ଦେ. କ୍ରି — (ଲକ୍ଷଣାର୍ଥ) ଦୁଃଖ ସହିବା; ଦୁଃଖ ବରଦାସ୍ତ କରିବା — (figurative) To endure pain patiently
  • ଦେ. କ୍ରି — (ଲକ୍ଷଣାର୍ଥ) ଅନ୍ଯ ବ୍ଯକ୍ତି ଚିନ୍ତାନ୍ୱିତ ହେବାର କାରଣ ହେବା — (figurative) To cause great anxiety to a person