ଛାତିପତାଇବା Chhāti patāibā

  • ଦେ. କ୍ରି — ପ୍ରହାର ବା ଗୁଳି ଆଦି ବାଜିବାପାଇଁ ନିଜର ବକ୍ଷସ୍ଥଳକୁ ଦେଖାଇଦେବା — To lay one's breast bare for a stroke or bullet
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବିପଦ ସମ୍ଭାଳିବା ପାଇଁ ନିଜେ ପ୍ରସ୍ତୁତ ରହିବା — (figurative) To keep one's self ready to meet the brunt of a danger
  • ଦେ. ବି. — (କୌଣସି କାର୍ଯ୍ୟ କରିବାକୁ) ସାହସୀ ହେବା — Having courage or daring enough to do something
  • ଦେ. ବି. — (ଯଥା— ଅନ୍ଧାର ରାତିରେ ଶ୍ମଶାନ ବାଟେ ଯିବାକୁ ମୋ ଛାତି ପତାଉ ନାହିଁ।)
  • ଦେ. ବି. — ସାହସ ବାନ୍ଧିବା — To have courage; to dare