ଛାତିଦରଜ Chhātidaraja
- ଦେ. ବି. (ଓ. ଛାତି+ଫା. ଦର୍ଦ) — ନିମୋନିଆଁ; କାଶ; ଯକ୍ଷ୍ମା ଆଦି ଯୋଗୁଁ ବକ୍ଷସ୍ଥଳର ଭିତରେ ଅନୁଭୂତ ବେଦନା — Pain inside the breast due to pneumonia cough, pthisis
- ଦେ. ବି. (ଓ. ଛାତି+ଫା. ଦର୍ଦ) — ଆଘାତ ଆଦି ଯୋଗୁଁ ବକ୍ଷସ୍ଥଳର ବାହାରେ ଜଣାଯିବା ଦରଜ ବା ବ୍ଯଥା — Pain on the breast due to some hurt to that part