ଛାତିଦମ୍ଭ Chhātidambha

  • ଦେ. ବିଣ — ସାହସୀ — Brave
  • ଦେ. ବିଣ — ନିର୍ଭୀକ — Fearless
  • ଦେ. ବିଣ — ଧୈର୍ଯ୍ୟଶୀଳ — Patience
  • ଦେ. ବିଣ — ସହନଶୀଳ — Forbearing
  • ବି — ସାହସ — Courage
  • ବି — ଧୈର୍ଯ୍ୟ — Patience; forbearance
  • ବି — ନିର୍ଭୀକତା — Fearlessness
  • ବି — କଷ୍ଟସହନଶୀଳତା — Endurance