ଛାତିଥରା Chhātitharā

  • ଦେ. ବି — ହୃତ୍ପିଣ୍ଡର ସ୍ପନ୍ଦନ — Heart throbbings
  • ଦେ. ବି — ଭୟ ବା ରୋଗାଦି ହେତୁରୁ ଛାତିରେ ଅନୁଭୂତ ହେବା କମ୍ପନ; ହୃତ୍କମ୍ପ — Trembling or palpitation of the heart (due to excessive fear or some disease.)