ଛାତିକି ପଥର କରିବା Chhātikpathara karibā

  • ଦେ. କ୍ରି — ସହିବା; ଧୈର୍ଯ୍ୟ ଧରିବା; ଦୁଃଖ ଆଦି ସହିବାପାଇଁ ହୃଦୟକୁ ଦୃଢ଼ କରିବା — To be ready to bear patiently; to screw up one's courage or patience to suffer
  • ଦେ. କ୍ରି — ଦେଖି ଚାହିଁ ଛାତିକି ମୁଁ କଲି ପଥର। ଭିକାରୀ, ଗୀତଲହରୀ।
  • ଦେ. କ୍ରି — ନିଷ୍ଠୁର କର୍ମ କରିବା ପାଇଁ ବା ଦେଖିବାପାଇଁ ହୃଦୟକୁ କଠୋର ବା ନିଷ୍ଠୁର କରିବା; ନିଷ୍ଠୁରତା ଅଭ୍ୟାସ କରିବା — To make one's heart cruel (to do or see some cruel act); to be inured to do or see cruel acts unmoved