ଛାତି ଦମଦମ ହେବା Chhāti damadama hebā

  • ଦେ. ବି — ହଠାତ୍ ଉପସ୍ଥିତ ଭୟ ବା ଚିନ୍ତା ବା ଖୁବ୍ ଦଉଡ଼ିଯିବା ଯୋଗୁଁ ଛାତିର ଦୁକ୍ଦୁକି ବା ଉପର୍ଯ୍ୟୁପରି ନାଚିବା — Violent throbbing or palpitation of the heart (due to sudden fear or anxiety or brisk running.)
  • ଦେ. ବି — (ଛାତିଦମକ, ଛାତିଦମକା, ଛାତି ଦାଉଁଦାଉଁ, ଛାତି ଦୁର୍ ଦୁର୍, ଛାତି ଦୁରୁ— ଦୁରୁ, ଛାତି ଦୁଲଦୁଲ, ଛାତି ଦୁଲୁକିବା, ଛାତି ଦୁଲ୍ଦୁଲ୍, ଛାତି ଧଡ଼କ, ଛାତି ଧଡ଼କା, ଛାତି ଧଡ଼କିବା, ଛାତି ଧଡ଼ଧଡ଼, ଛାତି ଧଡ଼ପଡ଼, ଛାତି ଧଡ଼ଫଡ଼—ଅନ୍ଯରୂପ)
  • ଦେ. ବି — [ଦ୍ର— ଛାତି ଦକଦକ ହେବା ଅପେକ୍ଷା ଛାତି ଦମଦମ ହେବା ସ୍ପନ୍ଦନ।]