ଛାତି ଥଣ୍ଡା ହେବା Chhāti thaṇḍā hebā

  • ଦେ. ବି — ଉଦ୍ବେଗ ବା ଭୟର ଆଶଙ୍କା ଦୂର ହେବାରୁ ମନରେ ଶାନ୍ତି ହେବା — Peace of mind due to the removal of any anxiety or apprehension
  • ଦେ. ବି — ମନର ପ୍ରଫୁଲ୍ଲତା ବା ପ୍ରସନ୍ନତା — Being elated or delighted or pleased