ଛାତି ଠୁଙ୍କିବା Chhāti ṭhunkibā
- ଦେ. କ୍ରି — ଛାତିରେ କରତଳ ଆଘାତପୂର୍ବକ ପ୍ରକାଶ୍ୟ ପ୍ରତିଜ୍ଞା କରିବା — To publicly make a declaration by repeatedly striking the breast with the palm
- ଦେ. କ୍ରି — ନିଜର ଛାତିରେ କରତଳ ସ୍ଥାପନପୂର୍ବକ ଅନ୍ଯ ବ୍ଯକ୍ତିକୁ ଅଭୟ ବା ଦମ୍ଭ ବା ହେମତ୍ ଦେବା — To give assurance of safety or protection or encouragement to a person
- ଦେ. କ୍ରି — ଛାତିରେ ମାରି ହେବା (ଦେଖ) — Chhātire māri hebā (See)
- ଦେ. କ୍ରି — କୌଣସି କଠିନ କାର୍ଯ୍ୟ କରିବା ପାଇଁ ପ୍ରତିଜ୍ଞା କରିବା ବା ହେମତ୍ ବାନ୍ଧିବା — To take a resolve to do a difficult task; to make up one's mind to do some thing