ଛାତି ଜଳେଇବା Chhāti jaḻeibā

  • ଦେ. କ୍ରି — କୌଣସି ବ୍ଯକ୍ତି ଈର୍ଷା କ୍ରୋଧ ବା ଶୋକରେ ସନ୍ତପ୍ତ ହେବାର କାରଣ ହେବା — To cause a person to be afflicted by envy, anger or grief
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଚିଡ଼ାଇବା — To tease a person