ଛାତି ଉପରେ ଠିଆ ହେବା Chhāti upare ṭhiā hebā

  • ଦେ. କ୍ରି. — କୌଣସି ବ୍ଯକ୍ତିର ଛାତିକୁ କୁଦି ତାକୁ ମାରି ପକାଇବା — To kill a person by standing on his breast
  • ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ କଲବଲ କରିବା ବା ଦୁଃଖ ଦେବା — (fig) To harass a person