ଛାତପିଟା Chhātapiṭā
- ଦେ. ବି. — କୋଠାର ଛାତକୁ ଗୋଡ଼ି ଚୂନ ଦେଇ କୋବାରେ ବାଡ଼େଇ ଟାଣ କରିବା — Solidifying of the roof with concrete and lime
- ଦେ. ବି. — [ଦ୍ର—କୋଠର କାନ୍ଥ ଉପରେ ପ୍ରଥମେ କଡ଼ି ପଡ଼େ, କଡ଼ି ଉପରେ ବରଗା ପଡ଼େ; ବରଗାରେ ଟାଇଲି ବିଛାଯାଏ; ଟାଇଲି ଉପରେ ଚୂନମିଶା ଗୋଡ଼ି 3 ଠାରୁ 6 ଇଞ୍ଚ ମୋଟରେ ବିଛାଯାଏ; ଏହି ଗୋଡ଼ିର ଆସ୍ତରଣକୁ ଖୁବ୍ ଟାଣୁଆ ଓ ଜଳଦ୍ୱାରା ଅଭେଦ୍ୟ କରିବା ପାଇଁ ଏହି ଗୋଡ଼ିକୁ କୋବାଦ୍ୱାରା ଏକାଧିକ ଦିନ ପିଟାଯାଏ।] — [ଦ୍ର—କୋଠର କାନ୍ଥ ଉପରେ ପ୍ରଥମେ କଡ଼ି ପଡ଼େ, କଡ଼ି ଉପରେ ବରଗା ପଡ଼େ; ବରଗାରେ ଟାଇଲି ବିଛାଯାଏ; ଟାଇଲି ଉପରେ ଚୂନମିଶା ଗୋଡ଼ି3ଠାରୁ6ଇଞ୍ଚ ମୋଟରେ ବିଛାଯାଏ; ଏହି ଗୋଡ଼ିର ଆସ୍ତରଣକୁ ଖୁବ୍ ଟାଣୁଆ ଓ ଜଳଦ୍ୱାରା ଅଭେଦ୍ୟ କରିବା ପାଇଁ ଏହି ଗୋଡ଼ିକୁ କୋବାଦ୍ୱାରା ଏକାଧିକ ଦିନ ପିଟାଯାଏ]