ଛାଟ ମାରିବା Chhāṭa māribā
- ଦେ. କ୍ରି — ସରୁ ଯଷ୍ଟି ଦ୍ୱାରା ପ୍ରହାର କରିବା — whip with a slender twig
- ଦେ. କ୍ରି — ପବନ ପ୍ରଭାବରୁ ବର୍ଷାଜଳ ତିର୍ଯ୍ୟକ୍ଭାବରେ ଘର ବା ପିଣ୍ଡା ମଧ୍ୟକୁ ବରଷିବା — To rain slantingly or obliquely (due to wind)
- ଦେ. ବି — ଆହାର ଛାଟ ମାରିବା; ଅପସ୍ମାର ରୋଗ ଆକ୍ରମଣ କରିବା — Being attacked with a fit of epilepsy